ଏବିଭିପିର ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା : ନୂତନ ସଭାପତି ଡଃ. ସୁରୁ ମୁଣ୍ଡା, ନଗର ସମ୍ପାଦକ ଶକ୍ତି ପ୍ରସାଦ ପୁଝାରୀ
ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗର ତରଫରୁ ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନୂତନ ନଗର କାର୍ଯ୍ୟକାରିଣୀ ୨୦୨୬-୨୭ ଘୋଷଣା ହୋଇଯାଇଅଛି। ନୂତନ ନଗର ସଭାପତି ରୂପେ ଡଃ. ସୁରୁ ମୁଣ୍ଡା ଓ ନୂତନ ନଗର ସମ୍ପାଦକ ରୁପେ ଶକ୍ତି ପ୍ର
ଏବିଭିପି ର ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା, ନୂତନ ସଭାପତି ଡ଼ ସୁରୁ ମୁଣ୍ଡା,ନଗର ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ*  *ଏବିଭିପି ବଲାଙ୍ଗିର ର ନୁଆ ଟିମ୍ ସଭାପତି ଡ଼ ସୁରୁ ମୁଣ୍ଡା, ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ*


ଏବିଭିପି ର ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା, ନୂତନ ସଭାପତି ଡ଼ ସୁରୁ ମୁଣ୍ଡା,ନଗର ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ*  *ଏବିଭିପି ବଲାଙ୍ଗିର ର ନୁଆ ଟିମ୍ ସଭାପତି ଡ଼ ସୁରୁ ମୁଣ୍ଡା, ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ*


ଏବିଭିପି ର ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା, ନୂତନ ସଭାପତି ଡ଼ ସୁରୁ ମୁଣ୍ଡା,ନଗର ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ*  *ଏବିଭିପି ବଲାଙ୍ଗିର ର ନୁଆ ଟିମ୍ ସଭାପତି ଡ଼ ସୁରୁ ମୁଣ୍ଡା, ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ*


ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗର ତରଫରୁ ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନୂତନ ନଗର କାର୍ଯ୍ୟକାରିଣୀ ୨୦୨୬-୨୭ ଘୋଷଣା ହୋଇଯାଇଅଛି। ନୂତନ ନଗର ସଭାପତି ରୂପେ ଡଃ. ସୁରୁ ମୁଣ୍ଡା ଓ ନୂତନ ନଗର ସମ୍ପାଦକ ରୁପେ ଶକ୍ତି ପ୍ରଶାଦ ପୁଝାରୀ ନିର୍ବାଚିତ ହୋଇଛନ୍ତି। ପ୍ରତିବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂତନ ବିଦ୍ୟାର୍ଥୀ ମାନଙ୍କୁ ନିଜର ସଦସ୍ୟ କରିବା ସହ ନୂତନ ଦାୟିତ୍ବ ମଧ୍ୟ ଦେଇଥାଏ ।

ସେହିଭଳି ଉପ ସଭାପତି ଅନିଲ କୁମାର ସାହା, ସନ୍ଦିପ ମୁଣ୍ଡ, ସବିତା ପାଣିଗ୍ରାହୀ ଓ ସୁବେର ଭୋଇ, ନଗର ସହ ସମ୍ପାଦକ ଝରଣା ବାଗ, ଆଦ୍ୟାଶା ପ୍ରିୟଦର୍ଶିନୀ, ସସ୍ମିତା ରାଏ, ଶୁଭେନ୍ଦୁ ବିଶ୍ଵାଳ ଓ କୃଷ୍ଣ ବାରିକ, କାର୍ଯ୍ୟାଳୟ ସମ୍ପାଦକ ସୁବ୍ରତ ହୋତା, କୋଷାଧ୍ୟକ୍ଷ ଆୟୁଷ ଖେତି, ଏସ.ଏଫ.ଡି. ସଂଯୋଜକ ଚୁଲବତି ନନ୍ଦ, ସହ ସଂଯୋଜକ ବବି ପ୍ରଧାନ, ଭାରତ କରନ, ସୁଜିତ ରଣା ଓ ରୁଦ୍ରାଣି ବେହେରା, ଏସ.ଏଫ.ଏସ. ସଂଯୋଜକ ୟୋଗେଶ ଜୈନ, ସହ ସଂଯୋଜକ ସୌମ୍ୟାଶ୍ରୀ ବିଶ୍ୱାଳ, ଦିବ୍ୟ ରଞ୍ଜନ ପ୍ରଧାନି, ଅନିଲ ମେର୍ଲି ଓ ନନ୍ଦିନୀ ଷାଣ୍ଢ, ଖେଲୋଭାରତ ସଂଯୋଜକ ଓମ୍ ପ୍ରକାଶ ବେହେରା, ସହ ସଂଯୋଜକ ସାଇ ରାଜ ଦିଶ୍ରି, ସତ୍ୟମ ଡାଙ୍ଗ ଓ ସୋନମ୍ ଶିକା, ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜକ ପ୍ରିୟଦର୍ଶିନୀ ବରିହା, ସହ ସଂଯୋଜକ ରୋସ୍ନା ବିଶ୍ୱାଳ, ଦିବ୍ୟଙ୍କା ଅଶ୍ଵପାଲ, ପଦ୍ମିନୀ ନନ୍ଦ ଓ ଅଶ୍ଵିନୀ ଷାଣ୍ଢ, ସି.ଡି.ଡି. ସଂଯୋଜକ ଅଲିଶା ଡାଙ୍ଗ, ସହ ସଂଯୋଜକ ସାହିଲ ମିଶ୍ର, ସ୍ଵାଧୀନ ପ୍ରଧାନ, ଆକାଶ ବେହେରା, ସାଭିସ୍କାର ସଂଯୋଜକ ଅମିତ୍ କୁମାର ଦାଶ, ସହ ସଂଯୋଜକ ସଭ୍ୟସଚି ପଟେଲ ଓ ଦିପଲ ବାରିକ, ଫାର୍ମାଭିଜନ ସଂଯୋଜକ ରୂପେ ଗ୍ରିବେଶ ନାଏକଙ୍କୁ ନୂତନ ଦାୟିତ୍ବ ଦିଆଯାଇଅଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ। ମୂଖ୍ୟ ବକ୍ତା ସଂଗଠନ ସମ୍ପାଦକ ବିକାଶ ସାହୁ ଏବିଭିପିର ୭୮ ବର୍ଷ ର ଯାତ୍ରା ବିଷୟରେ ବକ୍ତବ୍ୟ ରଖିଥିଲେ। ଏହା ସହ ମଞ୍ଚରେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ତଥା ପ୍ରାନ୍ତ ବିକାଶାର୍ଥେ ବିଦ୍ୟାର୍ଥୀ ସଂଯୋଜକ ମଞ୍ଜିତ କୁମାର କର୍ମି ଓ ଜିଲ୍ଲା ସଂଯୋଜକ ଆଲୋକ ଗୁରାଣ୍ଡି ମଞ୍ଚାସୀନ ଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତେଜରାଜ ସାହୁ, ବ୍ଳକ୍ ସଂଯୋଜକ ଦେବାଶିଷ କୁଅଁର, ବିଭାଗ ଏସଏଫଡି ପ୍ରମୁଖ ସ୍ଵାଧୀନ ଖମାରୀ, ବିଭାଗ ଆର.କେ.ଏମ. ପ୍ରମୁଖ ଅନିଶା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ନଗରରେ ଅନେକ ବିଦ୍ୟାର୍ଥୀ ମାନଙ୍କୁ ଯୋଡ଼ିବା ସହ ସମାଜର ନେତୃତ୍ୱ ନେବ ବୋଲି ନୂତନ ନଗର ସମ୍ପାଦକ ଶକ୍ତି ପ୍ରଶାଦ ପୁଝାରୀ ମତ ହେଇଛନ୍ତି।

ପ୍ରାନ୍ତ ଓ ବଲାଙ୍ଗିର ଜିଲ୍ଲା ତରଫରୁ ଅନେକ ବ୍ୟକ୍ତି ବିଶେଷ ନୂତନ ଦାୟିତ୍ବ କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande