ବନ୍ୟା ସମୟରେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ବନ୍ୟା ସମୟରେ ନବୀନ ପଟ୍ଟନାୟକ ମନ୍ତବ୍ୟ ନଦେଇ ଗ୍ରାଉଣ୍ଡକୁ ଯାଆନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ନବୀନ ମୋହନ ମାଝୀଙ୍କ ଭଳି ଗ୍ରାଉଣ୍ଡକୁ ଯାଇ ଲୋକଙ୍କ କଥା ବୁଝନ୍ତୁ । ନବୀନ ଜେନ୍ ଜିଙ୍କ କଥ
suresh pujari


ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ବନ୍ୟା ସମୟରେ ନବୀନ ପଟ୍ଟନାୟକ ମନ୍ତବ୍ୟ ନଦେଇ ଗ୍ରାଉଣ୍ଡକୁ ଯାଆନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ନବୀନ ମୋହନ ମାଝୀଙ୍କ ଭଳି ଗ୍ରାଉଣ୍ଡକୁ ଯାଇ ଲୋକଙ୍କ କଥା ବୁଝନ୍ତୁ । ନବୀନ ଜେନ୍ ଜିଙ୍କ କଥା ବୁଝିଥିଲେ ରାଜ୍ୟରେ ସମସ୍ୟା ନଥାଆନ୍ତା। ବିଜେପି ସରକାର ଜେନ୍ ଜିଙ୍କ ପାଇଁ କାମ କରୁଛନ୍ତି। ଗୃହରେ ଆଲୋଚନା ହେଲେ ଆମକୁ ଅନେକ ତଥ୍ୟ ମିଳିବ। ବନ୍ୟା ପରିସ୍ଥିତିରେ ସରକାର ଓ ବିରୋଧୀ ଉଭୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande