ରାଜ୍ୟରେ 4 ମାସରେ ହୋଇଛି 30 ପ୍ରତିଶତ ଅଧିକ ବର୍ଷା
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଓଡ଼ିଶାରେ ଅତ୍ୟଧିକ ବୃଷ୍ଟି ହୋଇଛି। 4 ମାସ ରେ 30 ପ୍ରତିଶତ ଅଧିକ ବର୍ଷା ହୋଇଛି। ଦୁଇମାସ ଭିତରେ 12 ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା।4 ଟି ଅବପାତ ହୋଇଛି।23 ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିବା ଗୃହରେ ଉତର ରଖିଛନ୍
ରାଜ୍ୟରେ 4 ମାସରେ ହୋଇଛି 30       ପ୍ରତିଶତ ଅଧିକ ବର୍ଷା


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଓଡ଼ିଶାରେ

ଅତ୍ୟଧିକ ବୃଷ୍ଟି ହୋଇଛି। 4 ମାସ ରେ 30 ପ୍ରତିଶତ ଅଧିକ ବର୍ଷା ହୋଇଛି। ଦୁଇମାସ ଭିତରେ 12 ଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା।4 ଟି ଅବପାତ ହୋଇଛି।23 ରୁ ଅଧିକ

ଜିଲ୍ଲା ପ୍ରଭାବିତ ହୋଇଥିବା ଗୃହରେ ଉତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ

ଓ ମୁଁ ବନ୍ୟାଞ୍ଚଳ ଯାଇଥିଲୁ। ଲୋକ ଓ

ପ୍ରଶାସନଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ।

ବିଶେଷଜ୍ଞ ମାନଙ୍କ ପରାମର୍ଶ ନିଆଯାଉଛି ମୁକାବିଲା ପାଇଁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande