
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ବିଜେଡି
କଂଗ୍ରେସ ଭିତରେ ମୁଖ୍ୟ ବିରୋଧୀ ଦଳ କିଏ ହେବ ତାକୁ ନେଇ ପ୍ରତିଯୋଗିତା ଚାଲିଛି ବୋଲି
କହିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।ବିଜେଡି ଆଗ ବହି କଥା କହୁଥିଲେ । ତାପରେ ଦେଖିଲେ ତାକୁ ଲୋକ ଗ୍ରହଣ କରିପାରିବେନି । କଂଗ୍ରେସ ପିଠିରେ ଲାଉ ହେଇ ଏମଏମଡିଆର କଥା କହିଲେ । ଆମେ ମୋସନ ଗ୍ରହଣ କରିଛି କିନ୍ତୁ ଆଲୋଚନାକୁ ଆସୁ ନାହାନ୍ତି ବରୋଧୀ । ଯେତିକି ଖଣି ମାଫିଆ ବିଜେଡି ଆଉ କଂଗ୍ରେସର । ସେମାନଙ୍କ କଥା ଲୁଚାଇବାକୁ ବିରୋଧୀ ଚାହୁଁ ନାହାନ୍ତି ଆଲୋଚନା ହେଉ
ବୋଲି କହିଛନ୍ତି ସନାତନ ବିଜୁଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା