
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି
କଂଗ୍ରେସ ଏମଏମଡିଆର ବିରୋଧରେ ଆନ୍ଦୋଳନ କରିବ ।
ରାଜ୍ୟରୁ ଯାଇଥିବା 20 ସାଂସଦ
ସାଂସଦରେ ପାଟି ଖୋଲିଲେ ନାହିଁ । ଏହାକୁ
ପ୍ରତିବାଦ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ, ରାଜ୍ୟର ହକ୍ ପାଇଁ ଲଢେଇ ହେବ । ଆମେ ଏ ପ୍ରସଙ୍ଗ ପ୍ରଥମେ ବିଧାନସଭାରେ ଉଠାଇଲୁ । ପରେ ବିଜେଡି ଆମକୁ ସମର୍ଥନ କରିଛି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା