
ଜୟପୁର, ୨୮ ସେପ୍େଟମ୍ବର (ହି.ସ.)- କୋରାପୁଜ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣିରେ ପଂଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଟିତ ହୋଇଛି । ଏହି ଶିବିରରେ ବିଡିଓ ଶକ୍ତି ମହାପାତ୍ର ଉପ ସ୍ଥିତ ରିହ ଶୁଣାଣି କରିଥିଲେ । ଏହି ଶୁଣାଣିରେ ଅନ୍ୟ ମାନଙ୍କ ଜିପିଡିଓ ସୁବାସ ଖିଲ, ସହାକରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା ଉପସ୍ଥିତ ଥିଲେ । ରାସ୍ତା, ପାଣି ସମସ୍ୟା, ଡ୍ରେନ, ପେନସନ,ଷ୍ଟ୍ରିଟ ଲାଇଟ ସଫେଇ ନେଇ ଅଭିଯୋଗ କରିଥିଲେ । ୪ ମାସ ହେବ ପେନସେନ ନ ମେଳିବାରୁ ଗ୍ରାମବାସୀ ମାନେ ଅସନ୍ତୋଷ ପ୍ପକାଶ କରିଥିଲେ । ଅଭେିଫାଗର ତୁର୍ୱ୍ତ ସମାଧାନ କରାଫିବ ବୋଲି ବିଡିଓ ମିଶ୍ର ପ୍ରତିଶ୍ରୃତି ଦେଇଥିଲେ ।
---------------
---------------
ହିନ୍ଦୁସ୍ଥାନ ସମାଚାର / ପିକେପି