
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ବିଧାନସଭା
ଅଚଳକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଛନ୍ତି ଯେ, ବର୍ଷା
ବନ୍ୟା ଲୋକଙ୍କ ପ୍ରସଙ୍ଗ, ଆଜି
ପ୍ରଶ୍ନକାଳରେ ଖାଦ୍ୟ ଅପମିଶ୍ରଣ ପ୍ରଶ୍ନ ଥିଲା। ତାହା ବି ପ୍ରତି ନାଗରିକଙ୍କ ପାଇଁ ପ୍ରସଙ୍ଗ। ସେ
ବିଷୟରେ ଭାଗ ନେଲେ ନାହିଁ। ଏମଏମଡିଆର ତାଙ୍କ ଦଳ ପାଇଁ
ପ୍ରସଙ୍ଗ ସେ କଥା ଉଠାଇଲେ। କିନ୍ତୁ ସେ ବିଷୟରେ ବିଧାନସଭାରେ ଆଲୋଚନା ପାଇଁ ତଥ୍ୟ
ନାହିଁ। ଶାହା କମିଶନ କହିଲେ
ବିଜେଡି ଖଣିରେ ସର୍ବାଧିକ ଲୁଟ କରିଛି। ପ୍ରଶ୍ନକାଳରେ ମୋସାନ ଆଲୋଚନା ହୁଏ କି। ତେଣୁ ତଥ୍ୟ ନଥିବା ଲୋକଙ୍କର ହୁରି ହାଟ କରୁଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା