ବଜ୍ର କାପ୍ତା ଉଦ୍ଧାର
ମୁଖୀଗୁଡା ୬ ସେପ୍ଟେମ୍ବର ( ହି ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପଣ୍ଡିଗାଁରେ ବନ ବିଭାଗ ଓ ଏସଟିଏଫ୍ର ମିଳିତ ଚଢ଼ାଉରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ୬ ଜଣଙ୍କୁ ଅଟକ ରଖାଯାଇଛି। ---------------
ବଜ୍ର କାପ୍ତା ଉଦ୍ଧାର


ମୁଖୀଗୁଡା ୬ ସେପ୍ଟେମ୍ବର ( ହି ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପଣ୍ଡିଗାଁରେ ବନ ବିଭାଗ ଓ ଏସଟିଏଫ୍ର ମିଳିତ ଚଢ଼ାଉରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ୬ ଜଣଙ୍କୁ ଅଟକ ରଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande