ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେଗୁଣ୍ଡା ଗର୍ଦି କରିଥିବା ଦୁଇ ଅଭିଯୁକ୍ତ ଗିରଫ
ବଲାଙ୍ଗିର, ୦୬ ସେପ୍ଟେମ୍ବର (ହି.ସ.) - ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଗତ ୧ ତାରିଖ ଦିନ ଭିଆଇ ଥିବା ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଚିଂଟୁ ସାହୁ ଓ ସିତୁ ସ୍ୱାଇଁ। ଘଟଣା ଅନୁଯାୟୀ, ରାଜେନ୍ଦ୍ର ବିଶ୍ୱବି
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେଗୁଣ୍ଡା ଗର୍ଦି କରିଥିବା ଦୁଇ ଅଭିଯୁକ୍ତ ଗିରଫ


ବଲାଙ୍ଗିର, ୦୬ ସେପ୍ଟେମ୍ବର (ହି.ସ.) - ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ଗତ ୧ ତାରିଖ ଦିନ ଭିଆଇ ଥିବା ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଚିଂଟୁ ସାହୁ ଓ ସିତୁ ସ୍ୱାଇଁ। ଘଟଣା ଅନୁଯାୟୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଷ୍ଟିଲ ରଡ୍ ଓ ଟାଙ୍ଗିଆ ଧରି ଛାତ୍ରମାନଙ୍କୁ ଭୟଭୀତ କରିଥିଲେ। ଏଥିସହ କିଛି ବାଇକକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande