୨୬ ଲିଟର ଦେଶୀ ମଦ ଜବତ, ୨ ଗିରଫ
ଜୟପୁର, ୦୭ ସେପ୍େଟମ୍ବର (ହି.ସ.) - ଜୟପୁର ଅବକାରୀ ଥାନା ପକ୍ଷରୁ ଦେଶୀ ମଦ ଚାଲାଣ ସୂଚନା ପାଇଁ ଚଢ଼ଉ କରାଯାଇ ୨ଟି ସ୍ଥାନରୁ ୨୬ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ବର୍ଲାହାଣ୍ଡିର ଦୁର୍ଜନ ବିଷୋୟୀଙ୍କ ନିକଟରୁ ୧୪ ଲିଟର ଏବଂ ନୂଆପୁଟର ବିଦ୍ୟା ଖୋରାଙ୍କ ନିକଟରୁ ୧୨ ଲିଟର ଦ
୨୬ ଲିଟର ଦେଶୀ ମଦ ଜବତ, ୨ ଗିରଫ


ଜୟପୁର, ୦୭ ସେପ୍େଟମ୍ବର (ହି.ସ.) - ଜୟପୁର ଅବକାରୀ ଥାନା ପକ୍ଷରୁ ଦେଶୀ ମଦ ଚାଲାଣ ସୂଚନା ପାଇଁ ଚଢ଼ଉ କରାଯାଇ ୨ଟି ସ୍ଥାନରୁ ୨୬ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ବର୍ଲାହାଣ୍ଡିର ଦୁର୍ଜନ ବିଷୋୟୀଙ୍କ ନିକଟରୁ ୧୪ ଲିଟର ଏବଂ ନୂଆପୁଟର ବିଦ୍ୟା ଖୋରାଙ୍କ ନିକଟରୁ ୧୨ ଲିଟର ଦେଶୀ ମଦ ଜବତ ହୋଇଛି।

ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଥାନା ଅଧିକାରୀ ସୁବ୍ରତ କେଶରୀ ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande