ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ
ଗଞ୍ଜାମ, ୮ ସେପ୍ଟେମ୍ବର (ହି.ସ.)- ଖଲିକୋଟ ବାଲୁଙ୍କେଶ୍ବର ହାଇସ୍କୁଲର ଜଣେ ଶିକ୍ଷକ ଭବାନୀଦାସ ଆଜି ସକାଳେ ସ୍କୁଲକୁ ଯିବାବେଳେ ଗେଟ ପାଖରେ ଛକିରହି ଜଣେ ଦୁବୃତ୍ତ କାଠ ଫାଳିଆରେ ଆକ୍ରମଣ କରି ଲହୁଲହାଣ କରିଛନ୍ତି । ଗୁରୁତର ଆହତ ଶିକ୍ଷକଙ୍କୁ ଖଲିକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତ
ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ


ଗଞ୍ଜାମ, ୮ ସେପ୍ଟେମ୍ବର (ହି.ସ.)- ଖଲିକୋଟ ବାଲୁଙ୍କେଶ୍ବର ହାଇସ୍କୁଲର ଜଣେ ଶିକ୍ଷକ ଭବାନୀଦାସ ଆଜି ସକାଳେ ସ୍କୁଲକୁ ଯିବାବେଳେ ଗେଟ ପାଖରେ ଛକିରହି ଜଣେ ଦୁବୃତ୍ତ କାଠ ଫାଳିଆରେ ଆକ୍ରମଣ କରି ଲହୁଲହାଣ କରିଛନ୍ତି । ଗୁରୁତର ଆହତ ଶିକ୍ଷକଙ୍କୁ ଖଲିକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖଲିକୋଟ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande