ବ୍ୟାଙ୍କ୍ ଅଫ ଇଣ୍ଡିଆ ର ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର, 08 ସେପ୍ଟେମ୍ବର (ହି.ସ.)ବ୍ୟାଙ୍କ୍ ଅଫ ଇଣ୍ଡିଆ ଢେଙ୍କିକୋଟ ଶାଖାରେ ଗତକାଲି ବ୍ୟାଙ୍କର ୧୨୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଶାଖା ପରିଚାଳିକା ଶ୍ରଦ୍ଧାଞ୍ଜଳି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ୟାଙ୍କ୍ ର ଅଧିକାରୀ ମନୋରଞ୍ଜନ ବେହେରା ,ସନ୍ଦୀପ ମହାନ୍ତି ,ରଶ
Bank of India


କେନ୍ଦୁଝର, 08 ସେପ୍ଟେମ୍ବର (ହି.ସ.)ବ୍ୟାଙ୍କ୍ ଅଫ ଇଣ୍ଡିଆ ଢେଙ୍କିକୋଟ ଶାଖାରେ ଗତକାଲି ବ୍ୟାଙ୍କର ୧୨୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଶାଖା ପରିଚାଳିକା ଶ୍ରଦ୍ଧାଞ୍ଜଳି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ୟାଙ୍କ୍ ର ଅଧିକାରୀ ମନୋରଞ୍ଜନ ବେହେରା ,ସନ୍ଦୀପ ମହାନ୍ତି ,ରଶ୍ମୀରେଖା ସାହୁ ଙ୍କ ସହ କର୍ମଚାରୀ ହେମନ୍ତ ବଗର୍ତ୍ତି, ଯାଜ୍ଞସେନୀ ଯାଦବ , ସୁଦୀପ୍ତା ସାହୁ,ଭବାନୀ ଶଙ୍କର ମୁଖୀ ଓ ରାମଚନ୍ଦ୍ର ମୁଖୀ କାଯ୍ୟକ୍ରମରେ ସାମିଲ ଥିଲେ। ପ୍ରତିଷ୍ଠା ଦିବସ ଅବସରରେ କେକ୍ କଟାଯିବା ପରେ ଉପଭୋକ୍ତା ମାନଙ୍କୁ ଏହା ବଣ୍ଟନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande