Invalid email address
Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001
(+91) 7701802829 / 9625923629
marketing@hs.news
08 Sep 2026
ଲାହୋର (ପାକିସ୍ତାନ), ୦୮ ସେପ୍େଟମ୍ବର (ହି.ସ.)- ଜମିୟତ ଉଲେମା-ଏ-ଇସଲାମ-ଫଜଲ (ଜେୟୁଆଇ-ଏଫ) ପ୍ରମୁଖ ମୌଲାନା ଫଜଲୁର ରହମାନ ବିଦେଶୀ ଋଣଦାତାଙ୍କ ଉପରେ ପାକିସ୍ତାନର ଆର୍ôଥକ ନିର୍ଭରଶୀଳତାକୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଦେଶ ନିଜର ଆର୍ôଥକ ଭିତି ବାହ୍ୟ ଋଣ ଉପରେ ଠିଆ କରିଛି। ..
ନୂଆଦିଲ୍ଲୀ, ୦୮ ସେପ୍େଟମ୍ବର (ହି.ସ.)- ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଂଚଳରେ ଭୁଶୁଡ଼ି ପଡ଼ିଥିବା ବିଲ୍ଡିଂର ମାଲିକ ମହେଶ ଗୁପ୍ତାଙ୍କୁ ଦୁଇ ଦିନ ପୋଲିସ ହାଜତକୁ ପଠାଇଛନ୍ତି। ଗତ ମଧ୍ୟରାତ୍ରିରେ ଡ୍ୟୁଟି ମାଜିଷ୍ଟ୍ରେଟ ଭବ୍ୟ କରହୈଲ ମହେଶ ଗୁପ୍ତାଙ୍କ ମାତାପିତା ହରିରା..
ନୂଆଦିଲ୍ଲୀ, ୦୮ ସେପ୍େଟମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ମାନବ ସମ୍ବଳ ଏବଂ ବ୍ୟବସ୍ଥାର ପରିଚାଳନା କୌଣସି ପାରମ୍ପରିକ ଶ୍ରେଣୀ କିମ୍ବା ଉପଦେଶ ଦ୍ୱାରା ନୁହେଁ, ବରଂ ଦୈନିକ ଶାଖା, ସଂସ୍କାର ଏବଂ ବ୍ୟବହାରିକ କାର୍ଯ୍ୟପଦ୍ଧତି ମାଧ୍ୟମରେ ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାଭାବିକ ଭାବେ ବିକଶିତ ..
ନୂଆଦିଲ୍ଲୀ, ୦୮ ସେପ୍େଟମ୍ବର (ହି.ସ.)- ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ଦିଲ୍ଲୀ ୟୁନିଭର୍ସିଟିର ପ୍ରତ୍ୟେକ କଲେଜରେ ହଷ୍ଟେଲ ସୁବିଧା ଉପଲବ୍ଧ କରାଇବାକୁ ଦାବି କରୁଥିବା ଅଭିଯୋଗ ଉପରେ ତତ୍କାଳ ଶୁଣାଣିରୁ ଇନକାର କରିଛନ୍ତି। ଆଜି ଓକିଲ ବିମଲ ତ୍ୟାଗୀ ଏହି ମାମଲାକୁ ଚିଫ ଜଷ୍ଟିସ ଡିକେ ଉପାଧ୍ୟାୟଙ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha