ଶରତ ନାୟକ ଘଟଗାଁ ବ୍ଲକ ଆତ୍ମା ଅଧ୍ୟକ୍ଷ
କେନ୍ଦୁଝର, ୮ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଭାଇ ତଥା ଜଣେ ଅଗ୍ରଣୀ କୃଷକ ରୂପେ ପରିଚିତ ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର ବାସିନ୍ଦା ଶରତ କୁମାର ନାୟକ ଘଟଗାଁ ବ୍ଲକ କୃଷି ବୈଷୟିକ ପରିଚାଳନା ସଂସ୍ଥା ବା ଆତ୍ମା ର ଅଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି। ଅଧ୍ୟକ୍ଷ ହେବ
Sarat naik


କେନ୍ଦୁଝର, ୮ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଭାଇ ତଥା ଜଣେ ଅଗ୍ରଣୀ କୃଷକ ରୂପେ ପରିଚିତ ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର ବାସିନ୍ଦା ଶରତ କୁମାର ନାୟକ ଘଟଗାଁ ବ୍ଲକ କୃଷି ବୈଷୟିକ ପରିଚାଳନା ସଂସ୍ଥା ବା ଆତ୍ମା ର ଅଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି। ଅଧ୍ୟକ୍ଷ ହେବା ପରେ ଶ୍ରୀ ନାୟକ ବ୍ଲକ ଅଞ୍ଚଳର କୃଷି ଓ କୃଷକ ମାନଙ୍କର ଉନ୍ନତି କଳ୍ପେ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande