ଭାରତେନ୍ଦୁ ହରିଶ୍ଚନ୍ଦ୍ରଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 09 ସେପ୍ଟେମ୍ବର (ହି.ସ.) - ଭାରତେନ୍ଦୁ ହରିଶ୍ଚନ୍ଦ୍ରଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଧୁନିକ ହିନ୍ଦୀ ସାହିତ୍ୟର ‘ପିତାମହ’ ଭାରତେନ୍ଦୁ ହରିଶ୍
ଭାରତେନ୍ଦୁ     ହରିଶ୍ଚନ୍ଦ୍ରଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 09 ସେପ୍ଟେମ୍ବର (ହି.ସ.) - ଭାରତେନ୍ଦୁ

ହରିଶ୍ଚନ୍ଦ୍ରଜୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଧୁନିକ ହିନ୍ଦୀ ସାହିତ୍ୟର

‘ପିତାମହ’ ଭାରତେନ୍ଦୁ ହରିଶ୍ଚନ୍ଦ୍ରଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ।

ତାଙ୍କର ଲେଖନୀ କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ, ସମାଜରେ ଜାଗରଣ, ସ୍ୱାଭିମାନ ଏବଂ ରାଷ୍ଟ୍ରଚେତନାର ଭାବନାକୁ ମଧ୍ୟ ସୁଦୃଢ଼ କରିଥିଲା।

ହିନ୍ଦୀ ଭାଷା ଓ ସାହିତ୍ୟକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande