କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୮,୩୨୬ ନୂଆ ମାମଲା
ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.) - ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୮,୩୨୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨୮,୩୨୬ ନୂଆ ମାମଲା


ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.) - ଦେଶରେ ଗତ ୨୪ଘଂଟା ମଧ୍ୟରେ ୨୮,୩୨୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୬୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା : ୩,୦୩,୪୭୬ ଥିବା ବେଳେ ବର୍ତମାନ ସୁଦ୍ଧା ୪,୪୬,୯୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର /


 rajesh pande