ଦ୍ରୁତଗାମୀ ଲୋଡର ବାଇକକୁ ମାରିଲା ଧକ୍କା, ତିନି ମୃତ
ରାୟବରେଲି, 22 ଡିସେମ୍ବର (ହି.ସ.)- ଦ୍ରୁତଗାମୀ ଲୋଡରର ଦକ୍କାରେ ବାଇକରେ ବସିଥିବା ତିନିଜଣ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣଶ ଶନିବାର ବିଳମ୍ବିତ ରାତିରେ ହୋଇଛି । ବାଇକରେ ବସିଥିବା ଦମ୍ପତି ସହିତ ଜଣେ ମହିଳା ଯାଉଥିବା ବେଳେ ସାମ୍ନାକୁ ଆସୁଥିବା ଲୋଡର ତାଙ୍କୁ ଧକ୍
ଦ୍ରୁତଗାମୀ ଲୋଡର ବାଇକକୁ    ମାରିଲା ଧକ୍କା, ତିନି ମୃତ


ରାୟବରେଲି, 22 ଡିସେମ୍ବର (ହି.ସ.)- ଦ୍ରୁତଗାମୀ

ଲୋଡରର ଦକ୍କାରେ ବାଇକରେ ବସିଥିବା ତିନିଜଣ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣଶ ଶନିବାର

ବିଳମ୍ବିତ ରାତିରେ ହୋଇଛି । ବାଇକରେ ବସିଥିବା ଦମ୍ପତି ସହିତ ଜଣେ ମହିଳା ଯାଉଥିବା ବେଳେ

ସାମ୍ନାକୁ ଆସୁଥିବା ଲୋଡର ତାଙ୍କୁ ଧକ୍କା ଦେଇଥିଲା । ଲୋଡର ଚାଳକ ଦୁର୍ଘଟଣାସ୍ଥଳରୁ ଫେରାର

ହୋଇଯାଇଛି ।

ଗଦାଗଂଜ ଥାନା ଅନ୍ତର୍ଗତ

ହରଦୋର ବାସିନ୍ଦା ଅଶୋକ ତାଙ୍କ ପତ୍ନୀ ଲୀଳା ଓ ସାନଭାଇର ପତ୍ନୀ କବିତାଙ୍କ ସହ ବାଇକରେ

ଯାଉଥିଲେ । ସେ ଲାଲଗଂଜ-ଉଂଚାହାର ରାସ୍ତାରେ ଗଦାଗଂଜ ଥାନା ଅଂଚଳରେ କୁରୌଲୀ ବୁଧକର ଗାଁ ନିକଟରେ

ପହଂଚିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଲୋଡର ବାଇକକୁ ଧକ୍କା ଦେଇଥିଲା ।

ଏଥିରେ ତିନିଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର

ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande