ରାୟପୁର, 4 ଡିସେମ୍ବର (ହି.ସ.)
- ବସ୍ତରର ବିଜାପୁର, ସୁକମା, ଦାନ୍ତେୱାଡା ଓ ବସ୍ତର
ଜିଲ୍ଲାରେ ବୁଧବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଜିଲ୍ଲା ଜିଲ୍ଲାରେ ସକାଳ 7.27
ମିନିଟ ସମୟରେ ଝଟ୍କା ପ୍ରାୟ 7 ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବଜ୍ଞାନ
କେନ୍ଦ୍ରର ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ତେଲେଙ୍ଗାନର ମୁଲଗୁ ଜିଲ୍ଲା । ରିକ୍ଟର ସ୍କେଲରେ
ଏହାର ତୀବ୍ରତା 5.3 ରେକର୍ଡ ହୋଇଛି । କୌଣସି ଧନଜୀନବ ହାନି ଘଟିନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା