କୋଲକାତା, ୭ ଡିସେମ୍ବର (ହି.ସ.)- ପଶ୍ଚିମବଙ୍ଗରେ କିରୋସିନର ବିପୁଳ ଉପଯୋଗ ଉପରେ ପ୍ରଶ୍ନ ଉଠାଇଛି କେନ୍ଦ୍ର । ଦେଶ ବ୍ୟାପୀ ଯେଉଁଠି କିରୋସିନର ଉପଯୋଗ ଧିରେ ଧିରେ ହ୍ରାସ ପାଉଛି, ସେପଟେ ବଙ୍ଗାଲରେ କିରୋସିନର ଚାହିଦା ବଢୁଥିବା ଦେଖିବାକୁ ମିଳିଛି ।
କେନ୍ଦ୍ର ସରକାରଙ୍କ ସୂଚନା କହୁଛି, ୨୦୨୩-୨୪ ରେ ଦେଶବ୍ୟାପୀ ବିତରଣ କରାଯାଇଥିବା କିରୋସିନର ୬୬.୩୮ ପ୍ରତିଶତ ପଶ୍ଚିମବଙ୍ଗରେ ବ୍ୟବହାର ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ