50 କ୍ୱିଣ୍ଟାଲ ବେଆଇନ ମହୁଲ ଜବତ
ଭୁବନେଶ୍ୱର, 19 ଏପ୍ରିଲ - ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ।ମିନିଟ୍ରକ ସହ ୫୦ କ୍ବିଣ୍ଟାଲ ବେଆଇନ ମହୁଲ ଜବତ ହେ
50 କ୍ୱିଣ୍ଟାଲ ବେଆଇନ ମହୁଲ ଜବତ


ଭୁବନେଶ୍ୱର, 19 ଏପ୍ରିଲ - ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ।ମିନିଟ୍ରକ ସହ ୫୦ କ୍ବିଣ୍ଟାଲ ବେଆଇନ ମହୁଲ ଜବତ ହୋଇଛି । ରିଆମାଳ ଥାନା ବରଘାଟ ଗାଁର ମଦନ ଜୟପୁରିଆ ଓ ଅନନ୍ତ ଜାମକିଆରଙ୍କୁ ଗିରଫ କରିଛି ପୋଲିସ। ବରଘାଟ ଗାଁରୁ ଝାରସୁଗୁଡ଼ା ଚାଲାଣ ହେଉଥିଲା ବେଆଇନ ମହୁଲ। କଂସର ଛକରେ ଅଭିଯୁକ୍ତଙ୍କୁ ଧରିଲା ଅବକାରୀ ବିଭାଗ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା


 rajesh pande