ବୌଦ୍ଧ ସ୍ଥିତ ରାମେଶ୍ୱର ମନ୍ଦିରରେ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱର, 20 ଏପ୍ରିଲ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୌଦ୍ଧ ସ୍ଥିତ ରାମେଶ୍ୱର ମନ୍ଦିରରେ ଶିବ ଭଗ
ବୌଦ୍ଧ ସ୍ଥିତ ରାମେଶ୍ୱର ମନ୍ଦିରରେ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ


ଭୁବନେଶ୍ୱର, 20 ଏପ୍ରିଲ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୌଦ୍ଧ ସ୍ଥିତ ରାମେଶ୍ୱର ମନ୍ଦିରରେ ଶିବ ଭଗବାନଙ୍କୁ ଦର୍ଶନ କରିଛନ୍ତି ।

ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବୌଦ୍ଧ ସ୍ଥିତ ରାମେଶ୍ୱର ମନ୍ଦିରରେ ଶିବ ଭଗବାନଙ୍କ ଦର୍ଶନ କରି କୃତାର୍ଥ ମନେ କଲି । ଅଷ୍ଟମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସ୍ଥାନୀୟବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ସମସ୍ତେ ସୁଖ ଶାନ୍ତିରେ ରୁହନ୍ତୁ, ଏହା ହିଁ ପ୍ରଭୁ ରାମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande