ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ର ସସପେଣ୍ଡ
ଭୁବନେଶ୍ୱର/କେନ୍ଦ୍ରାପଡା, 20 ଏପ୍ରିଲ - କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ର ସସପେଣ୍ଡ । ମହଙ୍ଗା ପଡି
ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ର ସସପେଣ୍ଡ


ଭୁବନେଶ୍ୱର/କେନ୍ଦ୍ରାପଡା, 20 ଏପ୍ରିଲ - କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ର ସସପେଣ୍ଡ । ମହଙ୍ଗା ପଡିଲା ନିର୍ଦିଷ୍ଟ ରାଜନେତାଙ୍କ ନାଁ ନେଇ ଲାଞ୍ଚ ମାଗିବା । ସୋସିଆଲ ମିଡ଼ିଆରେ ଅଡିଓ ଭାଇରାଲ ପରେ ଅବକାରୀ କମିଶନ ନରସିଂହ ଭୋଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande