ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଭାଜପାରେ ସାମିଲ୍
ଇନ୍ଦୋର, ୨୯ ଅପ୍ରେଲ (ହି.ସ.)- ମଧ୍ୟପ୍ରଦେଶର ଆର୍ଥକ ରାଜଧାନୀ ଇନ୍ଦୋରରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍
ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଭାଜପାରେ ସାମିଲ୍


ଇନ୍ଦୋର, ୨୯ ଅପ୍ରେଲ (ହି.ସ.)- ମଧ୍ୟପ୍ରଦେଶର ଆର୍ଥକ ରାଜଧାନୀ ଇନ୍ଦୋରରେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବମ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଏହାପରେ ସେ ଭାଜପା କାର୍ଯ୍ୟାଳୟରେ ପହଂଚି ଥିଲେ ଏବଂ ମନ୍ତ୍ରୀ କୈଳାସ ବିଜୟବର୍ଗିୟଙ୍କ ଉପସ୍ଥିତିରେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି ।

ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବମ ସୋମବାର କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟବର୍ଗିୟ ଏବଂ ଭାଜପା ବିଧାୟକ ରମେଶ ମେଂଦୋଲାଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ । ଏବଂ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande