ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ନାମାଙ୍କନ ଦାଖଲ କଲେ
ବଲାଙ୍ଗିର, ୨୯ ଅପ୍ରେଲ (ହି.ସ.)- ବଲାଙ୍ଗିର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ (ବିଜେପି) ବିଜ
ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ନାମାଙ୍କନ ଦାଖଲ କଲେ


ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ନାମାଙ୍କନ ଦାଖଲ କଲେ


ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ନାମାଙ୍କନ ଦାଖଲ କଲେ


ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ନାମାଙ୍କନ ଦାଖଲ କଲେ


ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ନାମାଙ୍କନ ଦାଖଲ କଲେ


ବଲାଙ୍ଗିର, ୨୯ ଅପ୍ରେଲ (ହି.ସ.)- ବଲାଙ୍ଗିର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳ (ବିଜେପି) ବିଜେପି ପ୍ରାର୍ଥୀ ଗୋପାଳଜି ପାଣିଗ୍ରାହି ଆଜି ତାଙ୍କର ନାମାଙ୍କନ ପତ୍ର ବଲାଙ୍ଗିର ସଦର ରିଟର୍ନିଂ ଅଧିକାରି ଆଲୋକ କୁମାର ପ୍ରଧାନଙ୍କ ପାଖରେ ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ଭବାନୀ ଶତପଥୀ ଅଡଭୋକେଟ, ଗିରିଶ ସିଂଦେଓ, ସୁକାନ୍ତ ପରିଛା, ଦେବବ୍ରତ ନିନା ପ୍ରାର୍ଥୀଙ୍କ ସହିତ ଉପସ୍ଥିତ ଥିଲେ।

ପ୍ରାର୍ଥୀ ପତ୍ର ଦାଖଲ ପୂର୍ବରୁ ବଲାଙ୍ଗିର ପୁରାତନ ଘରୋଇ ବସ ଷ୍ଟାଣ୍ଡ ରେ ଥିବା ନିର୍ବାଚନ କାର୍ଯ୍ୟାଳୟ ଠାରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ର ୭୦୦୦ ରୁ ଅଧିକ ବିଜେପି କର୍ମୀ ନେତୃମଣ୍ଡଳୀ, ମହିଳା ମାନେ ଉପସ୍ଥିତ ହୋଇ ଏକ ରୋଡ ସୋ ରେ ବାହାରି ପାଟଣା ହୋଟେଲ ଛକ, ସିନେମା ହଲ ପତିତପାବନ ଏକାଡେମୀ ରୁଗୁଡ଼ି ପଡ଼ା ଛକ ହେଇ ସଦର ନିର୍ବାଚନ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ। ସାଥିରେ ଲୋକ ସଭା ପ୍ରାର୍ଥୀ ସଂଗୀତା ସିଂଦେଓ ଗୋଟିଏ ସୁସଜ୍ଜିତ ଜିପ୍ ରେ ନଗର ପରିକ୍ରମା କରିଥଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ


 rajesh pande