କୁଖ୍ୟାତ ଅପରାଧୀ ସୁବାଷ ଖୁଂଟିଆଙ୍କୁ ଏନ୍ କାଉଂଟର
ଭୁବନେଶ୍ୱର,କାମାକ୍ଷାନଗର, ୨୯ ଏପ୍ରିଲ -କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଂଟିଆଙ୍କୁ ପୋଲିସ ଏନ୍ କାଉଂଟର କଲା
କୁଖ୍ୟାତ ଅପରାଧୀ ସୁବାଷ ଖୁଂଟିଆଙ୍କୁ ଏନ୍ କାଉଂଟର


ଭୁବନେଶ୍ୱର,କାମାକ୍ଷାନଗର, ୨୯ ଏପ୍ରିଲ -କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଂଟିଆଙ୍କୁ ପୋଲିସ ଏନ୍ କାଉଂଟର କଲା । ଖୁଂଟାପଶି ଜଙ୍ଗଲରେ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ଏନକାଉଂଟର କରାଯାଇଛି । ସୁବାଷଙ୍କ ବାମ ଗୋଡ଼ରେ ଗୁଳି ଲାଗିଛି । ସୁବାଷଙ୍କ ନାମରେ ୧୮ ଟି ମାମଲା ରହିଛି । ସୁବାଷଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି ।କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ଥିଲା ସୁବାଷ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande