ଆଜି ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ
ଭୁବନେଶ୍ୱର, 29 ଏପ୍ରିଲ (ହି.ସ.)- ସକାଳୁ ସକାଳୁ ଅଗ୍ନିବର୍ଷା । ସକାଳ 8ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।
ଆଜି ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ


ଭୁବନେଶ୍ୱର, 29 ଏପ୍ରିଲ (ହି.ସ.)- ସକାଳୁ ସକାଳୁ ଅଗ୍ନିବର୍ଷା । ସକାଳ 8ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସକାଳ ସାଢେ 8ଟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ ହୋଇଛି । ବାରିପଦା ୩୬ ଡିଗ୍ରୀ ସେଲସିୟସ, ବାଲେଶ୍ୱର ୩୬ ଡିଗ୍ରୀ ସେଲସିୟସ, ମାଲକାନଗିରି ୩୫ ଡିଗ୍ରୀ ସେଲସିୟସ, କେନ୍ଦୁଝର ୩୫ ଡିଗ୍ରୀ ସେଲସିୟସ, ଭବାନୀପାଟଣା ୩୪.୪ ଡିଗ୍ରୀ ସେଲସିୟସ, ଭୁବନେଶ୍ୱର ୩୩.୮ ଡିଗ୍ରୀ ସେଲସିୟସ, ଜଗତସିଂହପୁର ୩୩.୪ ଡିଗ୍ରୀ ସେଲସିୟସ, ଅନୁଗୁଳ ୩୩ ଡିଗ୍ରୀ ସେଲସିୟସ, ବୌଦ୍ଧ ୩୩ ଡିଗ୍ରୀ ସେଲସିୟସ, ଟିଟିଲାଗଡ ୩୩ ଡିଗ୍ରୀ ସେଲସିୟସ, କଟକ ୩୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande