ମେ ୨୫ ରେ ଭୋଟ ମତଦାନ ହେବାକୁ ଯାଉଥିବା ୬ ଟି ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୯୪ ଲକ୍ଷ ୪୧ ହଜାର ୭୯୭ ଭୋଟର
ଭୁବନେଶ୍ୱର, ୨୯ ଏପ୍ରିଲ - ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୩ ଟି ଜିଲ୍ଲାରେ ନିର୍ବାଚନ ହେବ । ମେ ୨୫ ରେ ଭୋଟ ଦେବାକୁ ଯାଉ
ମେ ୨୫ ରେ ଭୋଟ ମତଦାନ ହେବାକୁ ଯାଉଥିବା ୬ ଟି ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୯୪ ଲକ୍ଷ ୪୧ ହଜାର ୭୯୭ ଭୋଟର


ଭୁବନେଶ୍ୱର, ୨୯ ଏପ୍ରିଲ - ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୩ ଟି ଜିଲ୍ଲାରେ ନିର୍ବାଚନ ହେବ । ମେ ୨୫ ରେ ଭୋଟ ଦେବାକୁ ଯାଉଥିବା ୬ ଟି ସଂସଦୀୟ କ୍ଷେତ୍ରରେ ରହିଛନ୍ତି ୯୪ ଲକ୍ଷ ୪୧ ହଜାର ୭୯୭ ଭୋଟର । ସେମାନଙ୍କ ମଧ୍ୟରୁ ୪୮ ଲକ୍ଷ ୨୬ ହଜାର ୩୭୫ ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ୪୬ ଲକ୍ଷ ୧୪ ହଜାର ୧୩୪ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨ ଲକ୍ଷ ୩୫ ହଜାର ୭୬୪ ଜଣ ଫାଷ୍ଟ ଭୋଟର ରହିଛନ୍ତି । ସେହିପରି ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଭୋଟର ଙ୍କ ସଂଖ୍ୟା ରହିଛି ୧୮ ଲକ୍ଷ ୪୨ ହଜାର ୮୧୬ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande