ଟିଟଲାଗଡ଼ କଂଗ୍ରେସ ବୀରେନ୍ଦ୍ର ବାଗ ଓ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ
ବଲାଙ୍ଗୀର 30 ଏପ୍ରିଲ ( ହି ସ)ଆଜି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭୦-କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଭାରତୀ
ଟିଟଲାଗଡ଼ କଂଗ୍ରେସ ବୀରେନ୍ଦ୍ର ବାଗ ଓ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା ବିଧାନସଭା ଆସନ ପାଇଁ  ପ୍ରାର୍ଥୀପତ୍ର ଦାଖଲ


ଟିଟଲାଗଡ଼ କଂଗ୍ରେସ ବୀରେନ୍ଦ୍ର ବାଗ ଓ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା ବିଧାନସଭା ଆସନ ପାଇଁ  ପ୍ରାର୍ଥୀପତ୍ର ଦାଖଲ


ଟିଟଲାଗଡ଼ କଂଗ୍ରେସ ବୀରେନ୍ଦ୍ର ବାଗ ଓ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା ବିଧାନସଭା ଆସନ ପାଇଁ  ପ୍ରାର୍ଥୀପତ୍ର ଦାଖଲ


ଟିଟଲାଗଡ଼ କଂଗ୍ରେସ ବୀରେନ୍ଦ୍ର ବାଗ ଓ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା ବିଧାନସଭା ଆସନ ପାଇଁ  ପ୍ରାର୍ଥୀପତ୍ର ଦାଖଲ


ଟିଟଲାଗଡ଼ କଂଗ୍ରେସ ବୀରେନ୍ଦ୍ର ବାଗ ଓ କଣ୍ଟାବାଞ୍ଜି ସନ୍ତୋଷ ସିଂହ ସାଲୁଜା ବିଧାନସଭା ଆସନ ପାଇଁ  ପ୍ରାର୍ଥୀପତ୍ର ଦାଖଲ


ବଲାଙ୍ଗୀର 30 ଏପ୍ରିଲ ( ହି ସ)ଆଜି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୭୦-କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଶ୍ରୀ ସନ୍ତୋଷ ସିଂ ସାଲୁଜା ତିନି ସେଟ ପ୍ରାର୍ଥୀ ପତ୍ର ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ଶ୍ରୀ ଦେବେନ୍ଦ୍ର କୁମାର ଜୈନ ଏକ ସେଟ ପ୍ରାର୍ଥୀ ପତ୍ର ରିଟର୍ଣ୍ଣଂ ଅଧିକାରୀ, କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ପବିତ୍ର ବେହେରାଙ୍କ ପାଖରେ ଦାଖଲ କରିଛନ୍ତି । ୬୯- ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ବିରେନ୍ଦ୍ର କୁମାର ବାଗ, ଭାରତୀୟ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ଭାବେ ତିନି ସେଟ ପ୍ରାର୍ଥୀ ପତ୍ର ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ଶ୍ରୀ କ୍ଷେମରାଜ ଅଗ୍ରୱାଲ ଏକ ସେଟ ପ୍ରାର୍ଥୀ ପତ୍ର ରିଟର୍ଣ୍ଣଂ ଅଧିକାରୀ, ଟିଟିଲାଗଡ ନିର୍ବାଚନୀ ମଣ୍ଡଳୀ ତଥା ଉପଜିଲ୍ଲାପାଳ ଶ୍ରୀ ରେହାନ ଖେତ୍ରି ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସମନ୍ୱୟ


 rajesh pande