ନଦୀରେ ବୁଡି 5ବର୍ଷର ଶିଶୁ ମୃତ
ଭୁବନେଶ୍ୱର/ଯାଜପୁର, 2 ମଇ (ହି.ସ.)- ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଂଚାୟତ ଝରଝରି ଠାକୁରାଣୀ ଖରସ୍
ନଦୀରେ ବୁଡି 5ବର୍ଷର ଶିଶୁ ମୃତ


ଭୁବନେଶ୍ୱର/ଯାଜପୁର, 2 ମଇ (ହି.ସ.)- ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ପଂଚାୟତ ଝରଝରି ଠାକୁରାଣୀ ଖରସ୍ରୋତା ନଦୀ ଘାଟରେ ଅଘଟଣ । ନଦୀକୁ ଗାଧେଇବାକୁ ଯାଇ ଶିଶୁ ମୃତ। ମୃତକ ହେଲେ ଆଳି ବ୍ଲକ ବାଳକାଟି ଗାଁର 5 ବର୍ଷର ଶିଶୁକନ୍ୟା ସୋନି। ନିଜ ମାମୁଁ ଘରକୁ ଆସିଥିବା ବେଳେ ନଦୀରେ ବୁଡି ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande