ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ବିରୋଧ କରି ଆଜି ଠାରୁ ଯୁବମୋର୍ଚ୍ଚା ପକ୍ଷରୁ ଧାରଣା
ଭୁବନେଶ୍ୱର, 04 ମଇ (ହି.ସ) ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ବିରୋଧ କରି ଆଜି ଠାରୁ ରାଜ୍ୟର ସମସ୍ତ ବିଶ୍
ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ବିରୋଧ କରି ଆଜି ଠାରୁ ଯୁବମୋର୍ଚ୍ଚା ପକ୍ଷରୁ ଧାରଣା


ଭୁବନେଶ୍ୱର, 04 ମଇ (ହି.ସ) ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କୁ ବିରୋଧ କରି ଆଜି ଠାରୁ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡ଼ିଶା ପ୍ରଦେଶ ତରଫରୁ ଧାରଣା ଦିଆଯିବ।ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଯୁବମୋର୍ଚ୍ଚା ତରଫରୁ ଧାରଣା ଦିଆଯିବ। ଏହି ଧାରଣାରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଉପସ୍ଥିତ ରହିବେ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande