ଅମିତ ଶାହଙ୍କ ଡିପଫେକ୍ ଭିଡିଓ ମାମଲାରେ ଅରୁଣ ରେଡ୍ଡୀଙ୍କୁ ତିନି ଦିନ ହେପାଜତକୁ ନେଲା ପୋଲିସ
ନୂଆଦିଲ୍ଲୀ, 4 ମଇ (ହି.ସ.)- ଦିଲ୍ଲୀ ପଟିୟାଲା ହାଉସ କୋର୍ଟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡିଓ ମାମ
ଅମିତ ଶାହଙ୍କ ଡିପଫେକ୍ ଭିଡିଓ ମାମଲାରେ ଅରୁଣ ରେଡ୍ଡୀଙ୍କୁ ତିନି ଦିନ ହେପାଜତକୁ ନେଲା ପୋଲିସ


ନୂଆଦିଲ୍ଲୀ, 4 ମଇ (ହି.ସ.)- ଦିଲ୍ଲୀ ପଟିୟାଲା ହାଉସ କୋର୍ଟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡିଓ ମାମଲାରେ ଗିରଫ ଅରୁଣ ରେଡ୍ଡୀଙ୍କୁ ତିନି ଦିନିଆ ପୋଲିସ ହେପାଜତକୁ ପଠାଇଦେଇଛନ୍ତି । ରେଡ୍ଡୀଙ୍କୁ ମେ 3 ତାରିଖରେ ଗିରଫ କରାଯାଇଥିଲା । ଅରୁଣ ରେଡ୍ଡୀ ଟ୍ୱିଟର ହ୍ୟାଣ୍ଡେଲ ‘ସ୍ପିରିଟ ଅଫ୍ କଂଗ୍ରେସ’ କୁ ପରିଚାଳିତ କରୁଥିଲା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande