ବିଜେପିର ବସ୍ତି ସଂପର୍କ ଅଭିଯାନ
ଭଦ୍ରକ, ୪ ମଇ (ହି.ସ.) - ଭାରତୀୟ ଜନତା ପାର୍ଟି ଅନୁସୂଚିତ ମୋଚ୍ର୍ଚା ପକ୍ଷରୁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗେ
ବିଜେପିର ବସ୍ତି ସଂପର୍କ ଅଭିଯାନ


ଭଦ୍ରକ, ୪ ମଇ (ହି.ସ.) - ଭାରତୀୟ ଜନତା ପାର୍ଟି ଅନୁସୂଚିତ ମୋଚ୍ର୍ଚା ପକ୍ଷରୁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ଗେଲପୁର ପାୟତ ଅଧୀନସ୍ଥ ଗୋପବନ୍ଧୁପୁର ଗ୍ରାମରେ ଏକ ବସ୍ତି ସଂପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଅବସରରେ ଅନୁସୂଚିତ ମୋଚ୍ର୍ଚା ଜିଲା ସଭାପତି ପ୍ରମୋଦ କୁମାର ସୂତାରଙ୍କ ଅଧ୍ଯକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ଲୋକସଭା ଆସନର ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର, ଦଳର ବରିଷ୍ଠ କାର୍ଯ୍ୟକର୍ା ଅଧର ମଲ୍ଲିକ, ଚକ୍ରଧର ସେଠୀ, ପ୍ରଶାନ୍ତ ମଲ୍ଲିକ, େଯାଗେନ୍ଦ୍ର ଦାସ, ସୀତାରାମ ସେଠୀ, ସୁବ୍ରତ ରାଉତ, ପଦ୍ମନାଭ ମଲ୍ଲିକ, ସୁଧାକର ମଲ୍ଲିକ, ପରମେଶ୍ବର ମଲ୍ଲିକ, ପିତାମ୍ବର ମଲ୍ଲିକ, ସୁଧାକର ମଲ୍ଲିକ, ପରମେଶ୍ବର ମଲ୍ଲିକ, ପିତାମ୍ବର ମଲ୍ଲିକ, ପର୍ଶୁରାମ ମଲ୍ଲିକ, ରମେଶ ଚନ୍ଦ୍ର ମଲ୍ଲିକ ଓ ଅଶୋକ କୁମାର ମଲ୍ଲିକ ପ୍ରମୁଖ େଯାଗ ଦେଇଥିଲେ। ମୋଦି ସରକାରଙକ୍ ଜନ କଲ୍ୟାଣକାରୀ େଯାଜନା ସଂପର୍କରେ ବକ୍ତାମାନେ ଉଲ୍ଲେଖ କରିବା ସହ ବିଜେପିକୁ ଆଗାମୀ ନିର୍ବାଚନରେ ବିଜୟୀ କରିବା ପାଇଁ ନିବେଦନ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande