ବଚ୍ଚପନ ବଚାଓ ଆନ୍ଦୋଳନ ର ଆବେଦନ ଉପରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଜେଲ ପଠାଇଲେ
ନୂଆଦିଲ୍ଲୀ, ୦୫ ମଇ (ହି.ସ) - ସୁପ୍ରିମକୋର୍ଟ ଉତରପ୍ରଦେଶର ଲଳିତପୁର ଜିଲ୍ଲାର ପୋଲିସ ଷ୍ଟେସନରେ ଜଣେ ଦଳିତ ନାବାଳିକାକୁ
ବଚ୍ଚପନ ବଚାଓ ଆନ୍ଦୋଳନ ର ଆବେଦନ ଉପରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଜେଲ ପଠାଇଲେ


ନୂଆଦିଲ୍ଲୀ, ୦୫ ମଇ (ହି.ସ) - ସୁପ୍ରିମକୋର୍ଟ ଉତରପ୍ରଦେଶର ଲଳିତପୁର ଜିଲ୍ଲାର ପୋଲିସ ଷ୍ଟେସନରେ ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜାମିନ ପ୍ରଦାନ ଆଦେଶକୁ ବାତିଲ କରି ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରି ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବଚ୍ଚପନ ବଚାଅ ଆନ୍ଦୋଳନ (ଆସୋସିଏସନ ଫର ଭଲ୍ୟୁଂଟାରୀ ଆକ୍ସନ) ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ମେ ୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବଚ୍ଚପନ ବଚାଓ ଆୋନ୍ଦାଳନ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରି ଖୁସି ବ୍ୟକ୍ତ କରିଛନ୍ତି ଏବଂ ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଭାନୁ/ବନ୍ଦନା


 rajesh pande