ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 5 ମଇ (ହି.ସ.)- ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍
ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 5 ମଇ (ହି.ସ.)- ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ବିପ୍ଳବୀ ତଥା ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାଏକ(ଭୂୟାଁ)ଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଜନଜାତି ଭାଇଭଉଣୀଙ୍କ ହକ୍ ଓ ଅଧିକାରର ସୁରକ୍ଷା ତଥା କଲ୍ୟାଣ ପାଇଁ ତାଙ୍କ ସଂଗ୍ରାମୀ ଜୀବନ ସର୍ବଦା ପ୍ରେରଣାର ଉତ୍ସ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande