ଦିବ୍ୟ ଜୀବନ ସଂଘ ପକ୍ଷରୁ ନୂତନ ବସ ଟର୍ମିନାଲ ଆରଟିଓ ଅଫିସ ଛକରେ ଦହିପାଣି ବଣ୍ଟନ
ବଲାଙ୍ଗିର, ୫ ମଇ (ହି.ସ.)- ବଲାଙ୍ଗିର ଦିବ୍ୟଜୀବନ ସଂଘ ତରଫରୁ ଆଜି ତୃତୀୟ ଥର ପାଇଁ ରବିବାର ବଜାର ଦିନ ସକାଳ ୯ଟା ରୁ ଦ
ଦିବ୍ୟ ଜୀବନ ସଂଘ୍ ପକ୍ଷରୁ ନୂତନ ବସ ଟର୍ମିନାଲ ଆର ଟି ଓ ଅଫିସ ଛକ ରେ ଦହି ପାଣି ବଣ୍ଟନ


ଦିବ୍ୟ ଜୀବନ ସଂଘ୍ ପକ୍ଷରୁ ନୂତନ ବସ ଟର୍ମିନାଲ ଆର ଟି ଓ ଅଫିସ ଛକ ରେ ଦହି ପାଣି ବଣ୍ଟନ


ଦିବ୍ୟ ଜୀବନ ସଂଘ୍ ପକ୍ଷରୁ ନୂତନ ବସ ଟର୍ମିନାଲ ଆର ଟି ଓ ଅଫିସ ଛକ ରେ ଦହି ପାଣି ବଣ୍ଟନ


ବଲାଙ୍ଗିର, ୫ ମଇ (ହି.ସ.)- ବଲାଙ୍ଗିର ଦିବ୍ୟଜୀବନ ସଂଘ ତରଫରୁ ଆଜି ତୃତୀୟ ଥର ପାଇଁ ରବିବାର ବଜାର ଦିନ ସକାଳ ୯ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପଥଚାରି ଓ ଅଞ୍ଚଳର ତୃଷାର୍ତ୍ତ ମାନଙ୍କ ପାଇଁ ଶିବାନନ୍ଦ ଆଶ୍ରମର ଭକ୍ତ ମାନଂକ ଦ୍ଵାରା ମାଗଣା ଦହି ପାଣି ବଣ୍ଟନ କରାଯାଇଥିଲା। ସଂଘର ସଭାପତି ଶିବାନନ୍ଦ ଦାସ, ସମ୍ପାଦକ ରଘୁନାଥ ବାବୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ସଭ୍ୟ ଓ ସଭ୍ୟା ମାନଙ୍କ୍ ସହଯୋଗରେ ଏହି ପାଣି ବଣ୍ଟନ କାର୍ଯ୍ୟ ପ୍ରତ୍ୟେକ ରବିବାର ଦିନ ଗ୍ରୀଷ୍ମ ଋତୁରେ କରାଯିବ। ପ୍ରତ୍ୟେକ ବର୍ଷ ସଂଘ ସଭ୍ୟ ସଭ୍ୟା ମନେ ପଥଚାରୀ ମାନଂକ ପାଇଁ ଏହି ସେବା ପ୍ରଦାନ କରିଥାନ୍ତି ବ୍ୟକ୍ତିଗତ ସେବା ସହିତ ଆର୍ଥିକ ସହଯୋଗ ଦେଇ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା କରିବା ଓ ପଥଚାରୀଙ୍କ ତୃଷା ନିବାରଣ ପାଇଁ ଦହି ପାଣି ଯୋଗାଇ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମ ବର୍ଷା ହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନ୍ୟତମ ଆୟୋଜକ ଡାକ୍ତର ନିତ୍ୟାନନ୍ଦ ଦାଶ ଠାକୁର ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ


 rajesh pande