ବିଦ୍ୟୁତ ଆଘାତରେ ମହିଳା ମୃତ
ଭୁବନେଶ୍ୱର/କାମାକ୍ଷାନଗର, 5 ମଇ (ହି.ସ.) - କାମାକ୍ଷାନଗର ଥାନା କଙ୍କଣା ଗାଁରେ ଅଘଟଣ । ଫ୍ୟାନ ଲଗାଉଥିବା ବେଳେ ବିଦ୍ୟ
ବିଦ୍ୟୁତ ଆଘାତରେ ମହିଳା ମୃତ


ଭୁବନେଶ୍ୱର/କାମାକ୍ଷାନଗର, 5 ମଇ (ହି.ସ.) - କାମାକ୍ଷାନଗର ଥାନା କଙ୍କଣା ଗାଁରେ ଅଘଟଣ । ଫ୍ୟାନ ଲଗାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କଙ୍କଣା ଗାଁର ସୁଲୋଚନା ନାୟକ। ଫ୍ୟାନ ତାର ଗୁଡେଇ ହୋଇଯିବା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande