ଦୋକାନ ଘର ଭିତରକୁ ପଶିଗଲା 16 ଚକିଆ ହାଇୱା
ଭୁବନେଶ୍ୱର/ଚମ୍ପୁଆ, 6 ମଇ (ହି.ସ.)- ବଡ଼ବିଲ ପିଏଚଡି ରୋଡରେ ଭାରସାମ୍ୟ ହରାଇ ଦୋକାନ ଘର ଭିତରକୁ ପଶିଗଲା ୧୬ ଚକିଆ ହାଇ
ଦୋକାନ ଘର ଭିତରକୁ ପଶିଗଲା 16 ଚକିଆ ହାଇୱା


ଭୁବନେଶ୍ୱର/ଚମ୍ପୁଆ, 6 ମଇ (ହି.ସ.)- ବଡ଼ବିଲ ପିଏଚଡି ରୋଡରେ ଭାରସାମ୍ୟ ହରାଇ ଦୋକାନ ଘର ଭିତରକୁ ପଶିଗଲା ୧୬ ଚକିଆ ହାଇୱା । ଏହି ଦୁର୍ଘଟଣାରେ ୩ଟି ଦୋକାନଘର ଭାଙ୍ଗିଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande