ନିଆଳି ବିଜେପିରେ ହଜାରେରୁ ଅଧିକ ବିଜେଡି କର୍ମୀ ସାମିଲ
ଭୁବନେଶ୍ୱର/କଟକ, 6 ମଇ (ହି.ସ.)- ନିଆଳି ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କ ନେତୃତ୍ୱରେ ହଜାରେରୁ ଉର୍ଦ୍ଧ୍ୱ ବ
ନିଆଳି ବିଜେପିରେ ହଜାରେରୁ ଅଧିକ ବିଜେଡି କର୍ମୀ ସାମିଲ


ଭୁବନେଶ୍ୱର/କଟକ, 6 ମଇ (ହି.ସ.)- ନିଆଳି ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକଙ୍କ ନେତୃତ୍ୱରେ ହଜାରେରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏକ ହଜାରରୁ ଉର୍ଦ୍ଧ୍ୱ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଦୁଇ ସରପଞ୍ଚଙ୍କ ସମେତ 3 ଜଣ ପୂର୍ବତନ ସରପଞ୍ଚ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande