ପ୍ରଚାର ପାଇଁ କୋଟପାଡ ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/କୋଟପାଡ, 7 ମଇ (ହି.ସ.)- ପ୍ରଚାର ପାଇଁ କୋଟପାଡ ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଆସନ୍ତା 8ରେ କୋରାପୁଟ
ପ୍ରଚାର ପାଇଁ କୋଟପାଡ ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର/କୋଟପାଡ, 7 ମଇ (ହି.ସ.)- ପ୍ରଚାର ପାଇଁ କୋଟପାଡ ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଆସନ୍ତା 8ରେ କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର କୁନ୍ଦୁରାକୁ ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । କୁନ୍ଦୁରା ବ୍ଲକର ଶାସ୍ତ୍ରୀ ମଇଦାନରେ ହେବ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande