ମନିଲଣ୍ଡରିଂ ମାମଲାରେ କେ.କବିତାଙ୍କ ନ୍ୟାୟିକ ହେପାଜତ ମେ 14 ଯାଏ ବୃଦ୍ଧି
ନୂଆଦିଲ୍ଲୀ, 7 ମଇ (ହି.ସ.)- ଦିଲ୍ଲୀର ରାଉଜ ଏଭିନୁ କୋର୍ଟର ସ୍ପେଶାଲ ଜଜ କାଭେରୀ ବାୱେଜା ବିଆରଏସ ନେତତ୍ରୀ କେ.କବିତା
ମନିଲଣ୍ଡରିଂ ମାମଲାରେ କେ.କବିତାଙ୍କ ନ୍ୟାୟିକ ହେପାଜତ ମେ 14 ଯାଏ ବୃଦ୍ଧି


ନୂଆଦିଲ୍ଲୀ, 7 ମଇ (ହି.ସ.)- ଦିଲ୍ଲୀର ରାଉଜ ଏଭିନୁ କୋର୍ଟର ସ୍ପେଶାଲ ଜଜ କାଭେରୀ ବାୱେଜା ବିଆରଏସ ନେତତ୍ରୀ କେ.କବିତାଙ୍କ ମନି ଲଣ୍ଡରିଂ ମାମଲାରେ ନ୍ୟାୟିକ ହେପାଜନ ମେ 14 ଯାଏ ବୃଦ୍ଧି ହୋଇଛି । ଆଜି କେ.କବିତା ଜୟ ତେଲେଙ୍ଗାନା-ଜୟ ଭାରତ କରି କୋର୍ଟରେ ହାଜର ହୋଇଥିଲେ । କୋର୍ଟ ମେ 6ରେ କେ.କବିତାଙ୍କୁ ହାଜର ହେବାକୁ ଅନୁମତି ଦେଇଥିଲେ । ମେ 6ରେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande