ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି
ନୂଆଦିଲ୍ଲୀ, 7 ମଇ (ହି.ସ.)- ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲାରେ ସିବିଆଇ ସହିତ ଜଡିତ ମାମଲାର
ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି


ନୂଆଦିଲ୍ଲୀ, 7 ମଇ (ହି.ସ.)- ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଘୋଟାଲାରେ ସିବିଆଇ ସହିତ ଜଡିତ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ମେ 15 ଯାଏ ବୃଦ୍ଧି କରିଛନ୍ତି । ଆଜି ସିସୋଦିଆଙ୍କ ନ୍ୟାୟିକ ହେପାଜତ ଶେଷ ହୋଇଥିଲା । ତାଙ୍କୁ ଭିସି ଜରିଆରେ କୋର୍ଟରେ ହାଜର କରାଯାଇଥିଲା ।ଏପ୍ରିଲ 24ରେ କୋର୍ଟ ସିବିଆଇ ମାମଲାରେ ସିସୋଦିଆଙ୍କୁ ଆଜିଯାଏ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande