ନୀଳଗିରିରେ ଜମୁଛି ବିଜେପିର ପ୍ରଚାର
ଭୁବନେଶ୍ୱର/ନୀଳଗିରି, 7 ମଇ (ହି.ସ.)- ନୀଳଗିରିରେ ବିଜେପିର ରଣହୁଙ୍କାର। ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ବିଭିନ୍ନ ସ
ନୀଳଗିରିରେ ଜମୁଛି ବିଜେପିର ପ୍ରଚାର


ଭୁବନେଶ୍ୱର/ନୀଳଗିରି, 7 ମଇ (ହି.ସ.)- ନୀଳଗିରିରେ ବିଜେପିର ରଣହୁଙ୍କାର। ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ବିଭିନ୍ନ ସ୍ଥାନରେ ପଦଯାତ୍ରା, ଜନସଭାରେ ଯୋଗ ଦେଉଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ , ବାଲେଶ୍ଵର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande