ଭୀମ ମଣ୍ଡଳୀ ଜଙ୍ଗଲରେ ବାଘ ମୃତ
ଭୁବନେଶ୍ୱର/ନାକଟିଦେଉଳ, 7 ମଇ (ହି.ସ.)- ରେଢାଖୋଲ ବନଖଣ୍ଡ ଭୀମ ମଣ୍ଡଳୀ ଜଙ୍ଗଲରେ ବାଘର ମୃତ୍ୟୁ ହୋଇଛି । ନାକଟିଦେଉଳ
ଭୀମ ମଣ୍ଡଳୀ ଜଙ୍ଗଲରେ ବାଘ ମୃତ


ଭୁବନେଶ୍ୱର/ନାକଟିଦେଉଳ, 7 ମଇ (ହି.ସ.)- ରେଢାଖୋଲ ବନଖଣ୍ଡ ଭୀମ ମଣ୍ଡଳୀ ଜଙ୍ଗଲରେ ବାଘର ମୃତ୍ୟୁ ହୋଇଛି । ନାକଟିଦେଉଳ ବନାଞ୍ଚଳ ଘୁଷୁରାମାଳ ସେକ୍ସନର ଚମ୍ପାଳି ନଦୀ ନିକଟ ଭିମ ମଣ୍ଡଳୀ ରାସ୍ତାରେ ଏକ କଲରା ପତରିଆ ବାଘର ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande