ନେପାଳରେ ଆଜି ମାତା ତୀର୍ଥ ପର୍ବର ଧୁମ
କାଠମାଣ୍ଡୁ, 8 ମଇ (ହି.ସ.)- ନେପାଳରେ ଆଜି ମାତା ତୀର୍ଥ ପର୍ ଧୁମଧାମରେ ପାଳନ ହେଉଛି । ମାତା ତୀର୍ଥ ଅମାବାସ୍ୟା ଦେଶରେ
ନେପାଳରେ ଆଜି ମାତା ତୀର୍ଥ ପର୍ବର ଧୁମ


କାଠମାଣ୍ଡୁ, 8 ମଇ (ହି.ସ.)- ନେପାଳରେ ଆଜି ମାତା ତୀର୍ଥ ପର୍ ଧୁମଧାମରେ ପାଳନ ହେଉଛି । ମାତା ତୀର୍ଥ ଅମାବାସ୍ୟା ଦେଶରେ ଶ୍ରଦ୍ଧା, ଭକ୍ତି ଓ ସମ୍ମାନର ସହିତ ମାଆଙ୍କ ପୂଜା କରାଯାଇଥାଏ । ନେପାଳରେ ମାଆକୁ ସମର୍ପିତ ମାତା ତୀର୍ଥ ପର୍ବ ସବୁଠୁ ବଡ ଅଟେ ।

ସକାଳୁ କାଠମାଣ୍ଡୁର ଚନ୍ଦ୍ରାଗିରି ନଗରପାଳିକା ସ୍ଥିତ ମାତାତୀର୍ଥ କୁଣ୍ଡରେ ମେଳା ଲାଗିଛି । ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଅଛନ୍ତି । ଲୋକେ ଦିବଂଗତ ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande