ହିମାଚଳର ପାଂଚ ଦିବସୀୟ ଗସ୍ତ ପରେ ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସିମଲା, 8 ମଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଂଚ ଦିବସୀୟ ହିମାଚଳ ଗସ୍ତ ପରେ ବୁଧବାର ଦିଲ୍ଲୀ ଫେରିଛନ୍ତି ।
ହିମାଚଳର ପାଂଚ ଦିବସୀୟ ଗସ୍ତ ପରେ ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ସିମଲା, 8 ମଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଂଚ ଦିବସୀୟ ହିମାଚଳ ଗସ୍ତ ପରେ ବୁଧବାର ଦିଲ୍ଲୀ ଫେରିଛନ୍ତି । ତାଙ୍କ ହେଲିକପ୍ଟର ସକାଳ ପ୍ରାୟ 9ଟା ବେଳେ କଲ୍ୟାଣ ହେଲିପ୍ୟାଡରୁ ଦିଲ୍ଲୀ ପାଇଁ ଉଡାଣ ଭରିଥିଲା । ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଲ ଓ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକ୍ଖୁ ରାଷ୍ଟ୍ରପତିଙ୍କୁ ବିଦାୟ ଦେଇଥିଲେ ।

ରାଷ୍ଟ୍ରପତି ମୁର୍ମୁ ଗତ 4 ତାରିଖରେ ସିମଲାରେ ପହଂଚିଥିଲେ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande