ଭାପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡା ବିଜେଡିରୁ ବହିଷ୍କୃତ
ଭୁବନେଶ୍ୱର/ନୟାଗଡ, 9 ମଇ (ହି.ସ.)- ଭାପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡା ବିଜେଡିରୁ ବହିଷ୍କୃତ । ଦଳ ବିରୋ
ଭାପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡା ବିଜେଡିରୁ ବହିଷ୍କୃତ


ଭୁବନେଶ୍ୱର/ନୟାଗଡ, 9 ମଇ (ହି.ସ.)- ଭାପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡା ବିଜେଡିରୁ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବିଜେଡ଼ିରୁ ଗୟାଧରଙ୍କୁ ବହିଷ୍କାର କରାଯାଇଛି । ତେବେ ଗୟାଧର ପୂର୍ବରୁ ବିଜେଡ଼ିରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande