ମହାରାଣା ପ୍ରତାପଙ୍କ ସ୍ମୃତିଚାରଣ କଲେ ରାଜ୍ୟପାଳ
ଭୁବନେଶ୍ୱର, 9 ମଇ (ହି.ସ.)- ମହାରାଣା ପ୍ରତାପଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ
ମହାରାଣା ପ୍ରତାପଙ୍କ ସ୍ମୃତିଚାରଣ କଲେ ରାଜ୍ୟପାଳ


ଭୁବନେଶ୍ୱର, 9 ମଇ (ହି.ସ.)- ମହାରାଣା ପ୍ରତାପଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାବଳଶାଳୀ ଯୋଦ୍ଧା, ମାତୃଭୂମିର ରକ୍ଷା ପାଇଁ ନିଜର ଜୀବନ ସମର୍ପଣ କରିଥିବା ବୀରତା, ପରାକ୍ରମ ଓ ତ୍ୟାଗର ପ୍ରତୀକ ମହାରାଣା ପ୍ରତାପଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande