ଓଡିଶା ରେ ବିଜେପି ସରକାର ହେଲେ ବେଙ୍ଗଲୀ ଗ୍ରାମରେ ବେଙ୍ଗଲୀ ଶିକ୍ଷକ ନିଯୁକ୍ତି ଓ ବେଙ୍ଗଲୀ ଗ୍ରାମକୁ ରାଜସ୍ୱ ଗ୍ରାମ ର ମାନ୍ୟତା ଦିଆଯିବ -ହେମନ୍ତ ବିଶ୍ୱଶର୍ମା
ମାଲକାନଗିରି, ୯ ମଇ (ହି. ସ.)-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଏମପିଭି ୮ ୨ ଗ୍ରାମରେ ଆଜି ମାଲକା

ମାଲକାନଗିରି, ୯ ମଇ (ହି. ସ.)-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଏମପିଭି ୮ ୨ ଗ୍ରାମରେ ଆଜି ମାଲକାନଗିରି ବିଧାୟକ ପାର୍ଥି ନରସିଂହ ମାଡକାମୀ ଓ ସାଂସଦ ପାର୍ଥି ବଳଭଦ୍ର ମାଝୀ ଙ୍କ ପାଇଁ ନିର୍ବାଚନୀ ପ୍ରଚାର ରେ ବିଜେପି ର ଷ୍ଟାର ପ୍ରଚାରକ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆସିଥିଲେ । ସେ ନିଜ ଅଭି ଭାଷଣରେ ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି ବୋଲି କହିଥି ଲେ । ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବିଏଠି ବିଜେପି ସରକାର ହେ ଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ । ଓଡିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ । ବେଙ୍ଗଲୀ ଗାଁ ଗୁଡିକର ନମ୍ବର ନାଁକୁ ନେଇ ସମାଲୋଚନା କରଥିଲେ ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି । ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ବିଜେପି ସରକାର ହେଲେ ଏଠି ବେଙ୍ଗଲୀ ଗ୍ରାମ. ଗୁଡିକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବ । ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ବଦଳିଯିବ ।

ଛତିଶଗଡରେ ବିଜେପି ସରକାରରେ ଧାନ କିଣାଯାଉଛି ୩ ହଜାରରେ । ଏଠାରେ ବିଜେପି ସରକାର ଆସିଲେ ଧାନ କ୍ୱଣ୍ଟାଲ ୩୧00ଟଙ୍କା ହେବ । ନବୀନ ବାବୁ ଦେଉଛନ୍ତି ୨୧ ଶହ । ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି । ଆମ ସରକାର ଏଠି ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ । ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ମାଗଣା ଚାଉଳ ମୋଦି ଦେଉଛନ୍ତି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି କହିଥିଲେ!ଏହି ସଭାରେ ବିଧାୟକ ପାର୍ଥି ନରସିଂହ ମାଡକାମୀ, ସାଂସଦ ପାର୍ଥି ବଳଭଦ୍ର ମାଝୀ ବିଜେପି ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, କମଲେସ ରାୟ,ସୁକୁମା ଜିଲ୍ଲା ବିଜେପି ସଭାପତି ପ୍ରମୁଖ ମଞ୍ଚାସିନ ଥିଲେ!କାର୍ଯ୍ୟକ୍ରମ ଙ୍କୁ ଭବାନୀ ମୁଖାର୍ଜୀ ପରିଚାଳନା କରିଥିଲେ!ଏହି ସଂକଳ୍ପ ସମାବେଶ ରେ ଉତ୍ତମ ଓଝା, ପ୍ରହଲ୍ଲାଦ ବସୁ, ସଞ୍ଜୟ ସରକାର, ରତ୍ନାକର ପାଣିଗ୍ରାହୀ, ରାଜ କିଶୋର ମଣ୍ଡଳ ଙ୍କ ସହ ବହୁ ସଂଖ୍ୟାରେ ଛତିଶଗଡ ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ବିଜେପି କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ!ସଭାରେ ପ୍ରାୟ ୧ 0ହଜାର ଗ୍ରାମବାସୀ ଉପସ୍ଥିତ ଥିଲେ!

ହିନ୍ଦୁସ୍ଥାନସମାଚାର /ଶିବବ୍ରତ //ବନ୍ଦନା

 rajesh pande