ଭାରତ ମାତାର ମହାନ ସୁପୁତ୍ର ମହାରାଣା ପ୍ରତାପଙ୍କ ସ୍ମରଣ କଲେ ପିଏମ ମୋଦି
ନୂଆଦିଲ୍ଲୀ, 9 ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ
ଭାରତ ମାତାର ମହାନ ସୁପୁତ୍ର ମହାରାଣା ପ୍ରତାପଙ୍କ ସ୍ମରଣ କଲେ ପିଏମ ମୋଦି


ନୂଆଦିଲ୍ଲୀ, 9 ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାପୂର୍ବକ ସ୍ମରଣ କରିଛନ୍ତି । ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଭାରତ ମାତାର ମହାନ ସୁପୁତ୍ର ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ସାହସ, ଶୌର୍ଯ୍ୟ ଓ ସ୍ୱାଭିମାନର ପ୍ରତୀକ ମହାରାଣା ପ୍ରତାପଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାପୂର୍ଣ୍ଣ ଶ୍ରଦ୍ଧାଂଜଳି । ସେ ନିଜର ସମ୍ପୂର୍ଣ୍ଣ ଜୀବନ ମାତୃଭୂମିର ରକ୍ଷା ପାଇଁ ସମର୍ପିତ କରିଦେଇଥିଲେ, ଯାହାକି ଦେଶର ପ୍ରତି ପିଢି ପାଇଁ ପ୍ରେରଣାସ୍ରୋତ ହୋଇ ରହିବ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande