ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 27 ଜୁଲାଇ (ହି.ସ.) - ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦେଶସେବାରେ ସମର୍ପିତ ବିଶ୍ୱର ସବୁଠୁ ବଡ ଓ ପୁରୁଣା ଅର୍ଦ୍ଧ ସାମରିକ ଦଳ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର
ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)

- ସିଆରପିଏଫ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି

ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦେଶସେବାରେ

ସମର୍ପିତ ବିଶ୍ୱର ସବୁଠୁ ବଡ ଓ ପୁରୁଣା ଅର୍ଦ୍ଧ ସାମରିକ ଦଳ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର

ଯୋଦ୍ଧାଙ୍କୁ ସିଆରପିଏଫ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା । ଏହି ବୀର ଯବାନଙ୍କୁ ସମସ୍ତ

କଠିନ ପରିସ୍ଥିତିରେ ବିଜୟ ଘୋଷଣା କରି ଭାରତ ମାତାର ମସ୍ତକ ଉଚ୍ଚା କରିଥିଲେ । ସେମାନଙ୍କର

ଅଦମ୍ୟ ସାହସ, ଶୌର୍ଯ୍ୟ ଓ ବଳିଦାନକୁ ପ୍ରଣାମ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ


 rajesh pande